Jump to content

ବେଣୁଧର

ଉଇକିଅଭିଧାନ‌ରୁ

ବେଣୁଧର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବେଣୁପାଣି—ଅନ୍ୟରୂପ)

ସଂସ୍କୃତ - ବିଶେଷଣ -(ଉପପଦ ତତ୍ପୁରୁଷ)

[ସମ୍ପାଦନା]

ଯେ ବେଣୁ ବା ବଂଶୀ ଧରି ଥାଏ —Holding a flute.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କ ନାମାନ୍ତର —Name of Ṡrikṛushṇa.

ଦେଶଜ - ବିଶେଷ୍ୟ - ଫୁ

[ସମ୍ପାଦନା]

ପୁରୁଷଙ୍କୁ ଦିଆଯିବା ନାମ —Name given to persons.