Jump to content

ବେଣ୍ଟକର

ଉଇକିଅଭିଧାନ‌ରୁ

ବେଣ୍ଟକର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ବୌଦ) ବିଶେଷ୍ୟ -

[ସମ୍ପାଦନା]

କଇଁଫୁଲର ବୀଜକୋଷ —The seed capsule of water lily.

[ଦ୍ରଷ୍ଟବ୍ୟ —ଏହି ବୀଜକୋଷ ମଧ୍ୟରେ ଥିବା ସୋରିଷ ପରି ଶସ୍ୟକୁ ଭାଜିଲେ ସୁଖାଦ୍ୟ ଲିଆ ବା ଖଇ ହୁଏ ଏହାକୁ ବେଣ୍ଟକର ଲିଆ କୁହାଯାଏ]