Jump to content

ବେଣ୍ଟିଆ

ଉଇକିଅଭିଧାନ‌ରୁ

ବେଣ୍ଟିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯାହାର ମୁଣ୍ଡ ଚାରିପାଖରେ ବେଣ୍ଟି ବୁଲୁଥାଏ — Having a fring of short hair round the top knot.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ନିଆଁ ବଡ଼ିଆ — A plaited straw used for preserving fire.