ବେଣ୍ଟୁଲି
ଦେଖଣା
ବେଣ୍ଟୁଲି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛୋଟ ବେଣ୍ଟଯୁକ୍ତ ମାଟିର ତିଆରି ବେଣ୍ଟୁଆ — ୧. An earthen ladle with a small handle (used to handle bouiling paddy and water inside a boat.
- ୨. ଛୋଟ ବେଣ୍ଟଯୁକ୍ତ ଦାଆ —୨. A scythe with a small handle.
- ୩. ରାଜା ବିଜେ ହେବା ସମୟରେ ତାଙ୍କୁ ଯେଉଁ ସୁନା— ରୂପାର ବଙ୍କା ବେଣ୍ଟ ଲଗା ପଙ୍ଖାରେ ବିଞ୍ଚାଯାଏ — ୩. A fan with silver or gold handle with which Rajas are fanned in a procession.