ବେଣ୍ଟ ପୋଖରି
ଦେଖଣା
ବେଣ୍ଟ ପୋଖରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଣ୍ଟ ପୋଖରି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ପୋଖରିକୁ ବନ୍ୟଜନ୍ତୁମାନେ ପାଣି ଖାଇବାକୁ ଆସିବା ସମୟରେ ରାଜା ସେମାନଙ୍କୁ ଶିକାର କରନ୍ତି —A tank near which the king hunts animals coming to drink water therin.
[ଉ— ଆରେ ଆରେ ପାରା ଦିଓଟି ମୋ ପୀଢ଼ାରେ ବସ, ଖାଇବାକୁ ଦେବି ତୁମକୁ ନଡ଼ିଆର ରସ, ପିଇବାକୁ ଦେବି ତୁମକୁ ବେଣ୍ଟ ପୋଖରି ପାଣି, ଶୋଇବାକୁ ଦେବି ତୁମକୁ ପରୁଡ଼ୀ ମସୁଣୀ— ଶୀଶୁଗୀତ]