ବେଣ୍ଡା
ଦେଖଣା
ବେଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଘର ଆଦିରେ) ଦୁଆର ମୁହଁରେ ଲାଗିଥିବା ତାଟିକୁ ଭିତର ଆଡ଼ୁ ଟାଣି ଅଟକାଇବା ପାଇଁ ବ୍ୟବହୃତ ବାଉଁଶ ବା କାଠର ଧଡ଼ା; ତାଟି ଧଡ଼ା; ତାଟି କିଳା — A bar of wood er bamboo used to keep. the Tāṭi of a house-door tight by means of a rope attached to both.
[ଦ୍ରଷ୍ଟବ୍ୟ —ଏହି ଧଡ଼ାର ମଝି ଓ ତାଟିର ମଝିକୁ ଖଣ୍ଡିଏ ଦଉଡ଼ା ଯାପି ଧରି ରଖିଥାଏ]