Jump to content

ବେତକଣ୍ଟା

ଉଇକିଅଭିଧାନ‌ରୁ

ବେତକଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବେତ୍ର ଓ କଣ୍ଟକ)

[ସମ୍ପାଦନା]

ବେତଗଛର ପାଖୁଡ଼ାରେ ଓ ନାସୀରେ ଥିବା କଣ୍ଟା —Thorns growing on cane trees.

[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାର; ବେତଗଛର ପାଖୁଡ଼ାରେ ଯେଉଁ କଣ୍ଟା ଥାଏ ତାହା ଛୁଞ୍ଚି ପରି ସରୁ ଓ ସିଧା ଏହା ପ୍ରାୟ ୧ ଇଞ୍ଚ ପର୍ଯ୍ୟନ୍ତ ଲମ୍ୱ ହୁଏ ବେତନାସୀରେ ଯେଉଁ କଣ୍ଟା ଥାଏ ତାହା ଛୋଟ ଅଙ୍କୁଶଯୁକ୍ତ]