ବେତକନ୍ଦା
ଦେଖଣା
ବେତକନ୍ଦା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର+ ସ୍କନ୍ଧ)
[ସମ୍ପାଦନା]ବେତ ଲତାର ଅଗ୍ର ଭାଗର ଚୋପା ଛଡ଼ାଇଲେ ତା ମଧ୍ୟରୁ ବାହାରିବା ବେତର କୋମଳ ଅଂଶ —Tender parts inside the tender shoots or top portions of cane plants
[ଦ୍ରଷ୍ଟବ୍ୟ —ଏହା ଭଜା ହୋଇ ଖିଆଯାଏ, କିନ୍ତୁ ଟିକିଏ ପିତା ଲାଗେ ବଙ୍ଗଦେଶରେ ଏହାକୁ ତିଅଣ ମଧ୍ୟ କରନ୍ତି]