ବେତକୋଳି
ବେତଫଳ —The berry of cane plant.
(ଉ—ହାଡ଼ ଗଜଗଜ ବେତକୋଳି, ତା ଖାଇଲେ କି ପେଟ ପୁରି—ଢଗ)
[ଦ୍ରଷ୍ଟବ୍ୟ —ଏହାର ଉପରେ ଚୋପା ଥାଏ ଓ ଏଗୁଡ଼ିକ ପେନ୍ଥା ପେନ୍ଥା ହୋଇ ଫଳେ ପାଚଲା ଫଳର ଚୋପା ଛଡ଼ାଇଲେ ଭିତରେ ଈଷତ୍ ଓ ମିଠା କଷା ପଦାର୍ଥର ସ୍ତର ମଞ୍ଜି ଉପରେ ବେଢ଼ଥାଏ]