ବେତଗଣ୍ଠି
ଦେଖଣା
ବେତଗଣ୍ଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେତଗଣ୍ଠି
|
(ବେତମୁଠିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର, ବେତସ+ଗ୍ରନ୍ଥି)
[ସମ୍ପାଦନା]- ୧. ଚାଳର ବାଡ଼ିତିଆଡ଼ି ଓ ଝାଟିମାଟି କାନ୍ଥର ଓ ବା଼ଡର ଦୁଇପାଖେ କାମୁଡ଼ା ଭିଡ଼ା ହୋଇଥିବା ପରସ୍ପର ସଂଲଗ୍ନ ବତାମାନଙ୍କୁ ବେତର ଯେଉଁ ସରୁ ସରୁ ଚିରା ସୁତୁଲି ବାନ୍ଧି ରଖେ —୧. Thin strips of split cane used in tying together the split bamboos attached to the both sides of a thatch frame, bamboo wall or fence.
- ୨. ଦୁଇଟି ବତାକୁ ଦୃଢ଼ରୂପେ ବାନ୍ଧିବା ପାଇଁ ଚିରା ବେତରେ ଯେଉଁ ଗଣ୍ଠି ପକାଯାଏ — ୨. Knots made with narrow strips of split cane to bind the two split bamboos on both sides of a thatch-frame of fance.