Jump to content

ବେତଣ୍ଡ

ଉଇକିଅଭିଧାନ‌ରୁ

ବେତଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେ=ଯେ ଗମନ କରେ+ତଣ୍ଡ୍ ଧାତୁ= ତାଡ଼ନା କରିବା+କର୍ମ. ଅ)

[ସମ୍ପାଦନା]
୧. ହସ୍ତୀ; ଗଜ — ୧. Elephant.
୨. ଉତ୍ସୃଙ୍ଖଳ ବ୍ୟକ୍ତି —୨. A self-willed person.