Jump to content

ବେତନ ଗ୍ରାହୀ

ଉଇକିଅଭିଧାନ‌ରୁ

ବେତନ ଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]

(ବେତନଭୋଗୀ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବେତନ+ଗ୍ରହ୍+କର୍ତ୍ତୃ. ଇନ୍)

[ସମ୍ପାଦନା]

ଯେ ଦରମା ନେଇ କାମ କରେ; ଦରମାଖିଆ; ଦରମାରେ ଖଞ୍ଜା (ଚାକର) — Getting pay; salaried (servant).