Jump to content

ବେତରାଇବା

ଉଇକିଅଭିଧାନ‌ରୁ

ବେତରାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବେତର ନାମ ଧାତୁ)

[ସମ୍ପାଦନା]
୧. ଘରର ରୁଅ ଉପରେ ବତାକୁ ବେତଦ୍ୱାରା ବାନ୍ଧିବା —୧. To tie split bamboos with the refers of a thatch with cane.
୨. ଚଉକି, ଖଟଆଦିକୁ ବେତରେ ବୁଣିବା — ୨. To weave with cane strips.
୩. ବେତ୍ରାଘାତ କରିବା; ବେତେଇବା —୩. To strike with canes.
୨. ଚଉକି, ଖଟଆଦିକୁ ବେତରେ ବୁଣିବା — ୨. To weave with cane strips.
୩. ବେତ୍ରାଘାତ କରିବା; ବେତେଇବା —୩. To strike with canes.