ବେତଲଟି
(ବେତନ[ଲ]ଟେଇ, ବେତବୁଦା—ଅନ୍ୟରୂପ)
ଗୋଲ ହୋଇ ବେଢ଼ି ଚାରିଆଡ଼େ ମାଡ଼ିଥିବା ବେତସ ଲତା —A bush or grove of cane plant.