Jump to content

ବେତଲସି

ଉଇକିଅଭିଧାନ‌ରୁ

ବେତଲସି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର+ନାସା)

[ସମ୍ପାଦନା]

ବେତ ଡାଳରୁ ବାହାରିଥିବା ଆଙ୍କୁଶା କଣ୍ଟା— ଯୁକ୍ତ ତନ୍ତୁ —Fibres of feelers coming out of the body of the cane plant full of hooked thorns.

[ଉ—ବେତନାସି ଗୋଚ୍ଛାରେ ବାଡ଼େଇଲା ପରି ନାଉରୀମାନଙ୍କ ଦେହକୁ ପାଣିଛିଟା ମାରୁଛି—ଫକୀରମୋହନ. ଗଳ୍ପସ୍ୱଳ୍ପ)

[ଦ୍ରଷ୍ଟବ୍ୟ —ଏହି ନାସିରେ ପତ୍ର ନ ଥାଏ ଓ ଅନ୍ୟ ଓ ଏ ଅନ୍ୟ ଗଛରେ ଗୁଡ଼ାଇ ହୋଇ ବେତଲତାକୁ ଉତ୍ତୋଳନ କରି ଧରେ]