Jump to content

ବେତାଳ

ଉଇକିଅଭିଧାନ‌ରୁ

ବେତାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ=ବାୟୁ; ୭ମୀ ୧ବ. ବେ=ବାୟୁରେ+ତଳ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ ଶୂନ୍ୟମାର୍ଗରେ ଗତାୟାତ କରେ)

[ସମ୍ପାଦନା]
୧. ଶିବଙ୍କ ଅନୁଚର ଦେବଯୋନି ବିଶେଷ —୧. A class of aerial beings. attendants of Ṡiba.
୨. ପିଶାଚ; ଶବରେ ଆବିଷ୍ଟ ହେବା ଭୂତ —୨. Evil spirits which take possession of corpse.

[ଦ୍ରଷ୍ଟବ୍ୟ —ବେତାଳମାନଙ୍କର ଅସାଧାରଣ ଶକ୍ତି ଅଛି ଯେଉଁମାନେ ତାନ୍ତ୍ରିକ ମତରେ ବେତାଳ ସାଧନା କରନ୍ତି ବେତାଳମାନେ ସେମାନଙ୍କର ଆଜ୍ଞାବହ ଭୃତ୍ୟ ହୋଇ ରହନ୍ତି, ସାଧକମାନେ ସେମାନଙ୍କଦ୍ୱାରା ଅସାଧ୍ୟ ସାଧନ କରାଇ ନିଅନ୍ତି]

୩. ମହାଦେବଙ୍କ ଦ୍ୱାରରକ୍ଷକ ଦୁଇ ଜଣଙ୍କ ମଧ୍ୟରୁ ଜଣେ —୩. One of the two door-keepers of God Ṡiba.

[ଦ୍ରଷ୍ଟବ୍ୟ — ଅନ୍ୟ ଜଣକର ନାମ ତାଳ]

୪. ମଲ୍ଲବିଶେଷ — ୪. Name of an athlete.
୫. ଦ୍ୱାରପାଳ (ହିନ୍ଦୀ - ଶ) — ୫. Porter; door-keeper.
୬. ମନ୍ତ୍ରୀ (ହିନ୍ଦୀ - ଶ) — ୬. Goard; watchman.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ଗୀତର ଅନୁପଯୋଗୀ ତାଳ —୧. A measure not fitting to the tune of a song or music.


୨. ଯୁଦ୍ଧସ୍ତ୍ରବିଶେଷ —୨. A war-weapon.
୩. ସଙ୍ଗୀତରେ ତାଳହୀନତା —୩. Want of tune in music.

ଦେଶଜ - ବିଶେଷଣ -

[ସମ୍ପାଦନା]

ବେତାଳିଆ (ଦେଖ) - — Betaḻiā (See)