ବେତାଳିଆ
ଦେଖଣା
ବେତାଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବେତାଳି—ଅନ୍ୟରୂପ)
ଦେଶଜ - ବିଶେଷଣ - (ଫାରାସୀ - ବେ+ସଂସ୍କୃତ - ତାଳରୁ)
[ସମ୍ପାଦନା]- ୧. କର୍ଣ୍ଣକଟୁ — ୧. Jarring to the ear.
- ୨. ନୃତ୍ୟ ଗୀତାଦିର ଲୟହୀନ, ତାଳହୀନ —୨. Disordered; ill timed; not conforming to tunes; not keeping tune.
- ୩. ତାଳବିରୁଦ୍ଧ — ୩. Against proper tune.
- ୪. ଅପ୍ରାସଙ୍ଗିକ — ୪. Irrelevant.
- ୫. ବେଠିକ —୫. Inaccurate.
- ୬. ଅସମ୍ୱନ୍ଧ —୬. Confused.
- ୭. ଅନିୟମିତ — ୭. Irregular.
- ୮. ଯେଉଁ ବ୍ୟକ୍ତିର ତାଳମାନର ଜ୍ଞାନ ନ ଥାଏ —୮. Not versed in the science of knowledge of tunes.
- ୯. ଯେଉଁ ବ୍ୟକ୍ତିର ଦେଶକାଳ ପାତ୍ରର ଜ୍ଞାନ ନ ଥାଏ —୯. Devoid of any sense of proportion.