Jump to content

ବେତାଳ ସିଦ୍ଧ

ଉଇକିଅଭିଧାନ‌ରୁ

ବେତାଳ ସିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ବେତାଳସାଧକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବେତାଳ+ସିଦ୍ଧ)

[ସମ୍ପାଦନା]

ଯେଉଁ ବ୍ୟକ୍ତି ତାନ୍ତ୍ରିକ ଉପାୟରେ ବେତାଳକୁ ଆଜ୍ଞାଧୀନ କରିଥାଏ —One who has succeeded in mastering the demons to obey his orders.