ବେତୁରା
ଦେଖଣା
ବେତୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେତୁରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର)
[ସମ୍ପାଦନା]- ୧. ଘରର ଚାଳର ରୁଅ ଉପରେ ବତା ପକାଇ ତାକୁ ବେତଦ୍ୱାରା ବୁଣିବା —୧. Act of weaving canes on the rafters of a thatch.
- ୨. ବେତଦ୍ୱାରା ବୁଣିବା —୨. Weaving with cane strips.