Jump to content

ବେତୁଲି

ଉଇକିଅଭିଧାନ‌ରୁ

ବେତୁଲି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ବେତାର କ୍ଷୁଦ୍ରାକୃତି, ତୁଳନା କର—ଖଟ—ଖଟୁଳି) ବେତ ବା ବାଉଁଶ ଖଡ଼ିକାରେ ନିର୍ମିତ ଛୋଟ ଛୋଟ ଟୋକେଇ — Small basket of cane work.