ବେତେଇବା
ଦେଖଣା
ବେତେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେତେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବେତ୍ରାଘାତ କରିବା —୧. To strike wih cane.
- ୨. ବେତ ପରି ନଇଁଯିବା — ୨. To bent; to shrink.
[ଯଥା—ଏ କୋଠାର କଡ଼ିଗୁଡ଼ିକ ବେତେଇ ଗଲାଣି]
ବେତେଇବା
|
[ଯଥା—ଏ କୋଠାର କଡ଼ିଗୁଡ଼ିକ ବେତେଇ ଗଲାଣି]