Jump to content

ବେତେରା

ଉଇକିଅଭିଧାନ‌ରୁ

ବେତେରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେତ୍ର)

[ସମ୍ପାଦନା]
୧. ଘରର ଚାଳର ରୁଅ ଉପରେ ବତା ପକାଇ ତାକୁ ବେତଦ୍ୱାରା ବୁଣିବା —୧. Act of weaving canes on the rafters of a thatch.
୨. ବେତଦ୍ୱାରା ବୁଣିବା —୨. Weaving with cane strips.