Jump to content

ବେତେରେଇବା

ଉଇକିଅଭିଧାନ‌ରୁ

ବେତେରେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବେତର ନାମ ଧାତୁ)

[ସମ୍ପାଦନା]
୧. ଘରର ରୁଅ ଉପରେ ବତାକୁ ବେତଦ୍ୱାରା ବାନ୍ଧିବା —୧. To tie split bamboos with the refers of a thatch with cane.


୨. ଚଉକି, ଖଟିଆଦିକୁ ବେତରେ ବୁଣିବା — ୨. To weave with cane strips.
୩. ବେତ୍ରାଘାତ କରିବା; ବେତେଇବା —୩. To strike with canes.