Jump to content

ବେତ୍ତା

ଉଇକିଅଭିଧାନ‌ରୁ

ବେତ୍ତା

ଉଚ୍ଚାରଣ

[ସମ୍ପାଦନା]
(ବେତ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ୧ମା. ୧ବ; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ବେଦବେତ୍ତା, ବିଜ୍ଞାନବେତ୍ତା, ଭବିଷ୍ୟବେତ୍ତା)

[ସମ୍ପାଦନା]
୧. ଯେ ଜାଣେ —୧. Knowing.
୨. ଅଭିଜ୍ଞ —୨. Versed in; conversant with.
୩. ପରିଣୀତା ୩. Married to; marrying
୪. ଲାଭକର୍ତ୍ତା — ୪. Possessed of; gaining.