ବେତ୍ରକ
ଦ୍ୱାରପାଳ; ବେତ୍ରହସ୍ତ ପାଇକ — Door-keeper.
[ଉ—ବାରତା କହି ସାମନ୍ତ ପାତ୍ରେ ତ୍ୱରିତ, ବେତ୍ରକେ କଟକ କୁଣ୍ଡଳରେ ମଣ୍ଡିତ ଭଞ୍ଜ. ବୈଦେହୀଶବିଳାସ]