Jump to content

ବେତ୍ରଦଣ୍ଡ

ଉଇକିଅଭିଧାନ‌ରୁ

ବେତ୍ରଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବେତ ବାଡ଼ି —୧. A cane stick.

[ଦ୍ରଷ୍ଟବ୍ୟ —ଦ୍ୱାରପାଳ; ରାଜା ଓ ଦେବମନ୍ଦିରାଧ୍ୟକ୍ଷଙ୍କ ଅଧିକାରସୂଚକ ଚିହ୍ନ —Used as an insignia of royalty etc.]

୨. ଅପରାଧକୁ ବେତ୍ରପ୍ରହାରରୂପ ଦଣ୍ଡ —୨. Punishment by strips of cane.