ବେତ୍ରଧର
ବେତ୍ରଦାରକ, ବେତ୍ରଧାରୀ ଅନ୍ୟରୂପ
ଯେ ବେତ ବାଡ଼ି ଧରିଥାଏ —Carrying or holding a cane.
ଦ୍ୱାରପାଳ —A door-keeper.