Jump to content

ବେତ୍ରାବତୀ

ଉଇକିଅଭିଧାନ‌ରୁ

ବେତ୍ରାବତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମାଳବଦେଶୀୟ ନଦୀବିଶେଷ; ଆଧୁନିକ ବେତୁୟା ନଦୀ —୧. Name of a river in Malabar.

[ଉ—ବେତ୍ରବତୀଧୌତ ପୁରୀ ବିଦିଶା ଲକ୍ଷଣା—ରାଧାନାଥ. ମହାଯାତ୍ରା]

୨. ବେତ୍ରାସୁରର ମାତା —୨. Name of the mother of demon Betrā.