ବେଥଳ
ଦେଖଣା
ବେଥଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଥଳ
|
ଦେଶଜ - ବିଶେଷଣ - (ଫାରାସୀ - ବେ ଓ ସଂସ୍କୃତ - ସ୍ଥଳ)
[ସମ୍ପାଦନା]- ୧. ସୁଗଭୀର — ୧. Very deep.
- ୨. ଯାହାର ଗଭୀରତା ମାପ କରାଯାଇ ନ ପାରେ —୨. Unfathomable.
- ୩. ଯେଉଁ ନଦୀ ବା ଜଳରେ ମନୁଷ୍ୟ ପଶି ପାରି ହୋଇ ନ ପାରେ —୩. unfordable.