Jump to content

ବେଦନ

ଉଇକିଅଭିଧାନ‌ରୁ

ବେଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ=ଜାଣିବା+ଭାବ. ଅନ)

[ସମ୍ପାଦନା]
୧. ବୋଧ; ଅନୁଭବ —୧. Sensation; conception.
୨. ଜ୍ଞାନ —୨. Knowledge.
୩. ଯାତନା; ବ୍ୟଥା; କ୍ଳେଶାନୁଭବ (ଶାରୀରିକ ଓ ମାନସିକ) —୩. Agony; anguish; throes; pain (bodily and mental).
୪. କଷ୍ଟ; ଦୁଃଖ —୪. Distress; trouble; sufferings.
୫. ବିବାହ; ପରିଣୟ —୫. Marriage; wedding.
୬. ଦାନ; ଉପଢୌକନ —୬. Gift; present; donation.
୭. ଶୂଦ୍ରକାମିନୀ ଉତ୍କୃଷ୍ଟ ବର୍ଣ୍ଣର ବରଙ୍କୁ ବିବାହ କଲେ ସ୍ତ୍ରୀର ସ୍ୱାମୀଙ୍କର ଉତ୍ତରୀୟ ବସ୍ତ୍ରର ପ୍ରାନ୍ତ ଧାରଣ ରୂପ ଆଚାର —୭. The ceremony of a Ṡūdra bride holding the end of the outer sheet of a bridegroom of a higher caste while marrying him.