Jump to content

ବେଦବ୍ୟାସ

ଉଇକିଅଭିଧାନ‌ରୁ

ବେଦବ୍ୟାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେଦ+ବି+ଆ+ଅସ୍ ଧାତୁ=କ୍ଷେପଣ କରିବା+କର୍ତ୍ତୃ. ଅ; ଯେ ବେଦଶାସ୍ତ୍ରକୁ ବିସ୍ତାର— ପୂର୍ବକ ୪ ଖଣ୍ଡରେ ବିଭକ୍ତ କରିଥିଲେ)

[ସମ୍ପାଦନା]

ପରାଶର ଓ ସତ୍ୟବତୀଙ୍କ ପୁତ୍ର ମହଷ ଦ୍ୱୈପାୟନ —Name of a sage, son of Parāṡara.

[ଦ୍ରଷ୍ଟବ୍ୟ —କତିପୟ ପଣ୍ଡିତଙ୍କ ମତରେ 'ବେଦବ୍ୟାସ' ବୋଲି କୌଣସି ବିଶିଷ୍ଟ ଋଷି ନ ଥିଲେ ପ୍ରତ୍ୟେକ ଯୁଗରେ ଯେଉଁ ପଣ୍ଡିତମାନେ ବେଦବିଷୟ ଲୋକରେ ପ୍ରଚାର କରି ସେ ବିଷୟରେ ଗ୍ରନ୍ଥ ପ୍ରଭୃତି ରଚନା କରୁଥିଲେ ସେହି ପଣ୍ଡିତମାନଙ୍କୁ ବେଦବ୍ୟାସ ବୋଲା ଯାଉଥିଲା ଯେ ଯୁଗେ ଯେଉଁ ଋଷିଗଣ, ବେଦ ବିସ୍ତାର କଲେ ପୁଣ, ସେହି ବେଦବ୍ୟାସ ବୋଲାନ୍ତି, ବା ଦେହେ ବିଷ୍ଣୁ ପ୍ରବେଶନ୍ତି ଜଗନନାଥ. ଭାଗବତ ]