ବେଦମାତା
ଦେଖଣା
ବେଦମାତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଗାୟତ୍ରୀ —୧. A mantra in the Vedas.
- ୨. ଦୁର୍ଗା —୨. Durgā.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସରସ୍ୱତୀ ନଦୀ —The river Saraswati.
[ଉ—ନାହିଁରେ ଭାରତ ବକ୍ଷେ ଆଜି ସେ ସରିତ ବେଦ— ମାତା ମଧୁସୀଦନ. ଭାରତଭାବନା]
- ୨. ବିରଜା —
୨. Goddess Birajā
[ଉ—ତେଣୁଟି ବେଦ— ମାତାଙ୍କୁ ବିରଜା କହି ପ୍ରାଚୀ. ରହସ୍ୟମଞ୍ଜରୀ]