ବେଦମ୍
ଦେଖଣା
ବେଦମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ବେ+ଦମ୍=ଶ୍ୱାସ)
[ସମ୍ପାଦନା]- ୧. ପ୍ରାଣାନ୍ତକ —୧. Fatal.
- ୨. ଅଣନିଶ୍ୱାସି —୨. Breathless; out of breath.
- ୩. ଅବିଶ୍ରାନ୍ତ —୩. Continuous; unbated; without stopping.
ବୈଦେଶିକ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପ୍ରାଣାନ୍ତକରୂପେ —୧. Fatally; mortally.
- ୨. ଶ୍ୱାସରୁଦ୍ଧ ହେବା ପ୍ରକାରେ —୨. In a way which takes away breath out of a person.
- ୩. ଅବିଶ୍ରାନ୍ତରୂପେ — ୩. Continually; uninterruptedly.