Jump to content

ବେଦାଧିପ

ଉଇକିଅଭିଧାନ‌ରୁ

ବେଦାଧିପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବେଦ+ଅଧିପ)

[ସମ୍ପାଦନା]

ପ୍ରତ୍ୟେକ ବେଦର ଅଧିପତି ଗ୍ରହ —The respective planets presiding over each Veda.

[ଦ୍ରଷ୍ଟବ୍ୟ —ଋକ୍— ବେଦର—ବୃହସ୍ପତି, ଯଜୁର୍ବେଦର—ଶୁକ୍ର, ସାମବେଦର— ମଙ୍ଗଳ, ଅଥର୍ବ ବେଦର—ବୁଧ]