ବେଦାଭ୍ୟାସ
ଦେଖଣା
ବେଦାଭ୍ୟାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ବେଦପାଠପୂର୍ବକ ଘୋଷିବା — ୧. The committing of the Vedas to memory.
- ୨. ବେଦଚର୍ଚ୍ଚା; ବେଦପାଠ — ୨. Studying of the Vedas.
- ୩. (ବିଶେଷାର୍ଥ) ବେଦର ବିଚାର; ଅନୁଶୀଳନ; ଜପ; ଅଧ୍ୟୟନ ଓ ଅଧ୍ୟାପନା — ୩. Discussion; exercise; contemplation; study and teaching of the Vedas.