ବେଦି
ଦେଖଣା
ବେଦି
ଉଚ୍ଚାରଣ
[ସମ୍ପାଦନା](ବେଦିକା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ=ବିଦ୍ୟମାନ ଥିବା+ଅଧିକରଣ. ଇ)
[ସମ୍ପାଦନା]- ୧. ଯଜ୍ଞାଦି ତ୍ରିୟାର୍ଥ ପରିଷ୍କୃତ ସ୍ତୂପୀକୃତ ଭୂମି — ୧. Altar prepared for Vedic sacrifice.
[ଦ୍ରଷ୍ଟବ୍ୟ —ବେଦୀର ଆକୃତି ସାଧାରଣତଃ ଚତୁରସ୍ର ଓ ଡ଼ମ୍ୱରୁ ସଦୃଶ; ବିଭିନ୍ନ କ୍ରିୟାରେ ବେଦିର ଭିନ୍ନ ଭିନ୍ନ ନାମ ଯଥା—ସ୍ନାନ ବେଦି, ଗହ୍ମା ବେଦି, ଦୋଳ ବେଦି ବା ଝୁଲଣ ବେଦି, ଯଜ୍ଞ ବେଦି, ହୋମ ବେଦି, ବ୍ରତ ବେଦି, ବିବାହ ବେଦି, କୁକର୍ମ ବା କୁକୁର ବେଦି]
- ୨. ମଞ୍ଚ —୨. Platform.
- ୩. ମାଟି ପଡ଼ି ଉଚ୍ଚ ହୋଇ— ଥିବା ସ୍ଥାନ —୩. A raised mound of earth.
- ୪. ମତ୍ସ୍ୟବିଶେଷ —୪. A kind of fish.
- ୫. (ବିଦ୍+କର୍ତ୍ତୃ. ଇ) ପଣ୍ଡିତ —୫. Learned man; Philosopher.
- ୬. ନାମାଙ୍କିତ ମୁଦି —୬. Signet ring.
- ୭. ବିରୁଡ଼ି —୭. Wasp.