Jump to content

ବେଦିତ

ଉଇକିଅଭିଧାନ‌ରୁ

ବେଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଦ୍ ଧାତୁ ଣିଚ୍=ବେଦି ଧାତୁ=ଜଣାଇବା+ କର୍ମ. ତ)

[ସମ୍ପାଦନା]
୧. ଜ୍ଞାପିତ —୧. Reported.
୨. ନିବେଦିତ —୨. Made kknown.
୩. ଦର୍ଶିତ — ୩. Shown; exhibited.
୪. ସାକ୍ଷାତକୃତ — ୪. Visited; interviewed.