Jump to content

ବେଦି ମୁହଁ

ଉଇକିଅଭିଧାନ‌ରୁ

ବେଦି ମୁହଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଦୀ+ମୁଖ)

[ସମ୍ପାଦନା]

ଯେଉଁ ପାଖରେ ପାହାଚଦ୍ୱାରା ବେଦୀ ଉପରକୁ ଆସିବାକୁ ହୁଏ —The mouth of an alter; the place where people step to an alter by means of a flight of steps.

(ଉ—ବିଭା ବାସି ଦିନ ବେଦି ମୁହଁ ପୋଡ଼ା ପ୍ରବଚନ)