Jump to content

ବେଦୀ

ଉଇକିଅଭିଧାନ‌ରୁ

ବେଦୀ

ଉଚ୍ଚାରଣ

[ସମ୍ପାଦନା]

(ବେଦିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ=ବିଦ୍ୟମାନ ଥିବା+ଅଧିକରଣ. ଇ)

[ସମ୍ପାଦନା]
୧. ଯଜ୍ଞାଦି ତ୍ରିୟାର୍ଥ ପରିଷ୍କୃତ ସ୍ତୂପୀକୃତ ଭୂମି — ୧. Altar prepared for Vedic sacrifice.

[ଦ୍ରଷ୍ଟବ୍ୟ —ବେଦୀର ଆକୃତି ସାଧାରଣତଃ ଚତୁରସ୍ର ଓ ଡ଼ମ୍ୱରୁ ସଦୃଶ; ବିଭିନ୍ନ କ୍ରିୟାରେ ବେଦିର ଭିନ୍ନ ଭିନ୍ନ ନାମ ଯଥା—ସ୍ନାନ ବେଦି, ଗହ୍ମା ବେଦି, ଦୋଳ ବେଦି ବା ଝୁଲଣ ବେଦି, ଯଜ୍ଞ ବେଦି, ହୋମ ବେଦି, ବ୍ରତ ବେଦି, ବିବାହ ବେଦି, କୁକର୍ମ ବା କୁକୁର ବେଦି]

୨. ମଞ୍ଚ —୨. Platform.
୩. ମାଟି ପଡ଼ି ଉଚ୍ଚ ହୋଇ— ଥିବା ସ୍ଥାନ —୩. A raised mound of earth.
୪. ମତ୍ସ୍ୟବିଶେଷ —୪. A kind of fish.
୫. (ବିଦ୍+କର୍ତ୍ତୃ. ଇ) ପଣ୍ଡିତ —୫. Learned man; Philosopher.
୬. ନାମାଙ୍କିତ ମୁଦି —୬. Signet ring.
୭. ବିରୁଡ଼ି —୭. Wasp.



ବେଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଦ୍ ଧାତୁ+ କର୍ତ୍ତୃ. ଇନ୍; ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ତ୍ରିବେଦୀ, ଦ୍ୱିବେଦୀ, ଚତୁର୍ବେଦୀ)

[ସମ୍ପାଦନା]

ବେଦାଧ୍ୟାୟୀ —Versed in the Vedas.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବେଦି (ଦେଖ) - —୧. Bedi (See).
୨. ବ୍ରହ୍ମା — ୨. Brahmā.
୩. ବିବାହକାରୀ ସ୍ୱାମୀ; ପରିଣେତା — ୩. Husband; bridegroom.
୪. ପଣ୍ଡିତ — ୪. Learned person.

ଦେଶଜ - ବିଶେଷଣ - (ସଂସ୍କୃତ - ବେଦୀୟ)

[ସମ୍ପାଦନା]

ନିର୍ଦ୍ଦିଷ୍ଟ ବେଦର ଅନ୍ତର୍ଗତ ବ୍ରାହ୍ମଣ —A Brahmana following the doctrines of a particular Veda.

(ଯଥା—ଯଜୁର୍ବେଦୀ ବ୍ରାହ୍ମଣ)