Jump to content

ବେଦ୍ୟ

ଉଇକିଅଭିଧାନ‌ରୁ

ବେଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଦ୍ ଧାତୁ+ କର୍ମ. ଯ)

[ସମ୍ପାଦନା]
୧. ଯାହା ଜାଣିବା ଉଚିତ; ଜ୍ଞେୟ; ବୋଧ୍ୟ —୧. Fit or proper to be known.
୨. ସାକ୍ଷାତ୍କାର୍ଯ୍ୟ —୨. Fit to be seen.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରଂବ୍ରହ୍ମ —God.

(ଉ— ବେଦ୍ୟ ବୋଲି ପରମ ବ୍ରହ୍ମ ଲକ୍ଷ୍ମୀସାଈଁ, ଯେଣୁଟି ସୁଖଦୁଃଖ ତାହାଙ୍କର ନାହିଁ କୃଷ୍ଣସିଂହ ମହାଭାରତ ବନ)