ବେଦ ଗାର
ଦେଖଣା
ବେଦ ଗାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବେଦ ବଚନ ପରି ଅଖଣ୍ଡନୀୟ କଥା; ବେଦ ବାକ୍ୟ —୧. A matter as immutable as a vedic precept.
- ୨. ଅଟଳ ବାକ୍ୟ —୨. A promise which will never be violated.
- ୩. ବେଦବାକ୍ୟ ପରି ଯେଉଁ ବିଷୟକୁ ସର୍ବଦା ମନେ ରଖିବା ଉଚିତ —୩. A thing which should always be borne in mind.
- ୪. ସତ୍ୟ — ୪. Truth.