ବେଦ ନିରତ
ବେଦନିଷ୍ଠ, ବେଦପରାୟଣ ଅନ୍ୟରୂପ
(ବେଦନିରତା, ବେଦନିଷ୍ଠା, ବେଦପରାୟଣା—ସ୍ତ୍ରୀ)
ବେଦାନୁରକ୍ତ; ବେଦ— ବିହିତ ଅନୁଷ୍ଠାନକାରୀ —Devoted to the teachings and precepts of the Vedas.