Jump to content

ବେଧ

ଉଇକିଅଭିଧାନ‌ରୁ

ବେଧ

ଉଚ୍ଚାରଣ

[ସମ୍ପାଦନା]

(ବେଧକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଧ୍ ଧାତୁ=ବିଦ୍ଧ କରିବା+ଅ)

[ସମ୍ପାଦନା]
୧. ବସ୍ତୁର ସ୍ଥୂଳତାର ପରିମାଣ —୧. Thickness of a thing.
୨. ଗଭୀରତା —୨. Depth.
୩. ବିନ୍ଧ; ଛିଦ୍ର —୩. Perforation; hole.
୪. ବିନ୍ଧିବା; ଛିଦ୍ର କରିବା; ଫୋଡ଼ିବା —୪. Perforating; piercing through.
୫. ବିବାହାଦି ଶୁଭକାର୍ଯ୍ୟନିଷେଧକ ଗ୍ରହ ସଂସ୍ଥାନ —୫. The position or conjunction of planets unpropitious for the performance of marriage and other ceremonies.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଧବା; ବିଧବାର ଅବୈଧ ଇନ୍ଦ୍ରିୟସେବା)

୧. ସ୍ତ୍ରୀର ପରପୁରୁଷସଙ୍ଗମ —୧. Adultery of a woman.
୨. ବେଧୋଈ — ୨. Adulteress.
୩. ଜାରଜ ସନ୍ତାନ — ୩. A child born of adultery.

ଦେଶଜ - ବିଶେଷଣ -

[ସମ୍ପାଦନା]

ଜାରକ —Bastard.