Jump to content

ବେଧକ

ଉଇକିଅଭିଧାନ‌ରୁ

ବେଧକ

ଉଚ୍ଚାରଣ

[ସମ୍ପାଦନା]
(ବେଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଧ୍ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]

ବିଦ୍ଧକାରକ; ଯେ ଫୋଡ଼େ; ଯେ ଛିଦ୍ରକରେ —Perforating; piercing; penetrating.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କର୍ପୂର —୧. Camphor.
୨. ଧନିଆ — ୨. Coriander.
୩. ଗର୍ଭିତ ଧାନ୍ୟ —୩. Paddy blade pregnant with grains.