Jump to content

ବେଧଡ଼କ୍

ଉଇକିଅଭିଧାନ‌ରୁ

ବେଧଡ଼କ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନିର୍ଭୟ —୧. Fearless.
୨. ନିଶ୍ଚିନ୍ତ — ୨. Free from anxiety.
୩. ଅପରିମିତ; ଅତ୍ୟନ୍ତ —୩. Excessive.

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଭୟ ନ କରି —Fearlessly.

(ଉ—କିଛି ପରବାଏ କରିବେ ନାହିଁ, ବେଧଡ଼କ ଜେଲଖାନାକକୁ ଚାଲିଯାଉନ୍ତୁ ଫକୀର— ମୋହନ ଛମାଣଆଠଗୁଣ୍ଠ)