Jump to content

ବେଧନ

ଉଇକିଅଭିଧାନ‌ରୁ

ବେଧନ

ଉଚ୍ଚାରଣ

[ସମ୍ପାଦନା]

(ବେଧୂଣ—ଅନ୍ୟରୂପ)

ପ୍ରାଦେଶିକ - (ବାମଣ୍ଡା)

[ସମ୍ପାଦନା]

ନିହଣ —Chisel.



ବେଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଧ୍ ଧାତୁ+ଅନ)

[ସମ୍ପାଦନା]

ଭେଦନ; ବିଦ୍ଧକରଣ — Pieroing; perforating.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

(ସ୍ତ୍ରୀମାନଙ୍କ ମଧ୍ୟରେ ଥଟ୍ଟା ଓ ଗାଳିରେ (ବ୍ୟବହୃତ)— ବେଧୋଈ —An adulteress.