Jump to content

ବେଧରମୀ

ଉଇକିଅଭିଧାନ‌ରୁ

ବେଧରମୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେଧର୍ମୀ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ବିଧର୍ମୀ)

[ସମ୍ପାଦନା]
୧. ଅନ୍ୟ ଧର୍ମାବଲମ୍ୱୀ — ୧. Professing a different religion.
୨. ଧର୍ମତ୍ୟାଗୀ —୨. Renegade; converted to another religion.
୩. ପାପୀ —୩. Sinning; sinful.