ବେଧାଃ
ଦେଖଣା
ବେଧାଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଧ୍ ଧାତୁ=ବିଧାନ କରିବା+ କର୍ତ୍ତୃ. ଅସ୍ କିମ୍ୱା ବିଶେଷ୍ୟ - ଉପସର୍ଗ+ ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଅସ୍)
[ସମ୍ପାଦନା]- ୧. ବ୍ରହ୍ମା —୧. Brahmā.
- ୨. ବିଷ୍ଣୁ — ୨. Bishṇu.
- ୩. ସୂର୍ଯ୍ୟ —୩. The sun.
- ୪. ପଣ୍ଡିତ —୪. Philosopher.
- ୫. ଶ୍ୱେତାର୍କ ବୃକ୍ଷ — ୫. Name of a plant (Calotropis Gigantica).
- ୬. ଅନନ୍ତଙ୍କ ପୁତ୍ର —୬. The son of Ananta.