ବେଧ କରିବା
ଦେଖଣା
ବେଧ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଧ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଅଶ୍ଳୀଳ) ଅବୈଧଭାବରେ କୌଣସି ସ୍ତ୍ରୀକୁ ଗର୍ଭବତୀ କରିବା —୧. To make pregnat by illicit intercourse with a lady.
- ୨. ଛିଦ୍ର କରିବା —୨. To perforate.