ବେଧ ବୁଜୁଳି
ଦେଖଣା
ବେଧ ବୁଜୁଳି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରସବାନ୍ତେ ଅବୈଧ ପ୍ରଣୟୋତ୍ପନ୍ନ ଭ୍ରୂଣ ବା ସନ୍ତାନାଦିକୁ ଗୋପନ କରି ଫୋପାଡ଼ି ଦେବା ନିମନ୍ତେ ବେଧୋଈ ସ୍ତ୍ରୀ ବାନ୍ଧିଥିବା ପୁଡ଼ା — ୧. A package containing the offspring of adultery which an adulteress wants to dispose of secretly.
- ୨. (ଲକ୍ଷଣାର୍ଥ) କୌଣସି ଗୋପନୀୟ ବସ୍ତୁ —୨. (figurative) A secret thing or a thing which a person wants to conceal.